ହମାରା ବଚପନ ଟ୍ରଷ୍ଟ ପକ୍ଷରୁ ଶିଶୁ ସୁରକ୍ଷା କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରର ଇମେଜ ହଲ୍ ଠାରେ ରେଲୱେ ଚିଲଡ୍ରେନ୍ ଇଣ୍ଡିଆ (ଆରସିଆଇ)ର ସହଭାଗିତାରେ ହମାରା ବଚପନ ଟ୍ରଷ୍ଟ ଦ୍ୱାରା ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶାରେ ଶିଶୁ ସୁରକ୍ଷାକୁ ଶକ୍ତିଶାଳୀ କରିବା ଦିଗରେ ଯୋଜନା ଏବଂ ବିକାଶ ପାଇଁ ଆଲୋଚନା କରାଯାଇଥିଲା। ଏଥିରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ହିତାଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଉତ୍ସବରେ ଓଏସସିପିସିଆର ଅଧ୍ୟକ୍ଷା ମନ୍ଦାକିନୀ କର, ରାଜ୍ୟ ଶ୍ରମ କମିସନର ଡକ୍ଟର ଏନ … Continue reading ହମାରା ବଚପନ ଟ୍ରଷ୍ଟ ପକ୍ଷରୁ ଶିଶୁ ସୁରକ୍ଷା କର୍ମଶାଳା